ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ‘ଶିଶିର ସରସ’

୩୦୨ ଷ୍ଟଲ୍‌ରେ ୨୨ରାଜ୍ୟର କାରିଗରଙ୍କ ହାତ ତିଆରି ଉତ୍ପା‌ଦ ଭୁବନେଶ୍ବର: ଗୋଟିଏ ପଡ଼ିଆରେ ପ୍ରଦର୍ଶିତ ହେଉଛି ରାଜ୍ୟର ୩୦ ଜିଲ୍ଲା ସମେତ ଦେଶର ପ୍ରାୟ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରୀ ଓ କଳାକୌଶଳ। ଛତିଶଗଡ଼ର ଟସର, ଆସାମ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ତଥା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାୱାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ସାଲ୍ … Continue reading ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ‘ଶିଶିର ସରସ’